ପୀତାମ୍ୱର ଦେବ
ଜନୈକ ଓଡ଼ିଆ କବି — An Oṟḍ̠iā poet.
[ଦ୍ରଷ୍ଟବ୍ୟ —ଏ ଜଣେ ରାଜା ବା ରାଜବଂଶୀୟ ଥିଲେ 'ଅଖିଳ ଚନ୍ତାମଣି' ନାମରେ ଖଣ୍ଡିଏ ଭକ୍ତିଗ୍ରନ୍ଥ ଏହାଙ୍କ ରଚିତ— ତାରିଣୀ—ଉତ୍କଳ—ସାହିତ୍ୟ—ଇତିହାସ]