Jump to content

ପୀତାରୁଣ

ଉଇକିଅଭିଧାନ‌ରୁ

ପୀତାରୁଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଓ ବିଣ—(ପୀତ+ ଅରୁଣ)

[ସମ୍ପାଦନା]
୧. ହଳଦିଆ ମିଶା ନାଲି ରଙ୍ଗ —Yellowish red colour.
୨. ସୁନ୍ଦରା ଫାଟିବା ବେଳ — ୨. Day break;

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ହଳଦିଆ ମିଶା ନାଲି —Yellow-red.