Jump to content

ପୀତିକା

ଉଇକିଅଭିଧାନ‌ରୁ

ପୀତିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୀତ+ କ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ହଳଦୀ — ୧. Turmeric.
୨. ସ୍ୱର୍ଣ୍ଣଯୃଥୀ; ହଳଦିଆ ଯୁଇ —୨. Golden jasmine.