ପୀତୁ
ଦେଖଣା
ପୀତୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପା ଧାତୁ+ କର୍ତ୍ତୃ. ତୁ; ଜଳକୁ ଶୁଖାଇବାରୁ)
[ସମ୍ପାଦନା]- ୧. ସୂର୍ଯ୍ୟ ୧. The sun.
- ୨. ଅଗ୍ନି —୨. Fire.
- ୩. ଯୂଥପତି; ହସ୍ତୀ —୩. The chief leading elephant of a herd.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ
[ସମ୍ପାଦନା]ପୀତାମ୍ୱର ଓ ପୀତାମ୍ୱରୀର ଡାକନାମ — Name for calling Pītāmbara and Pītāmbarī.