Jump to content

ପୀତ ଚମ୍ପକ

ଉଇକିଅଭିଧାନ‌ରୁ

ପୀତ ଚମ୍ପକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପୀତ+ଚମ୍ପକ)

[ସମ୍ପାଦନା]
୧. ହଳଦିଆ ଚମ୍ପା — ୧. Yellow Champaka flower.
୨. (ବହୁବ୍ରୀହି ବା ଉପମିତ) ପ୍ରଦୀପ —୨. Lamp.