ପୀତ ପଟ
ପୀତବସ୍ତ୍ର ପରିଧାନକାରୀ — Putting on yellow cloth.
ପୀତପଟ ନଟ ନାଁ ମୋ ଆଗରେ ନ ଧର କବିସୂର୍ଯ୍ୟ—କିଶୋରୀ ଚମ୍ପୂପ ଗୀତ
ଶ୍ରୀକୃଷ୍ଣ —An epithel of Ṡrīkṛushṇa.