ପୀନ
ଦେଖଣା
ପୀନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ୟାୟ ଧାତୁ= ବୃଦ୍ଧି ପାଇବା+ କର୍ତ୍ତୃ. ତ)
[ସମ୍ପାଦନା]- ୧. ସ୍ଥୂଳ; ମୋଟା —୧. Muscular; fat; corpulent; robust; stout; bulky; pulmp.
- ୨. ଫୁଲି ଥିବା —୨. Swollen.
- ୩. ପ୍ରବୃଦ୍ଧ; ପୁଷ୍ଟ — ୩. Enlarged; developed; profuse.
- ୪. ସମ୍ପନ୍ନ; ପୂର୍ଣ୍ଣ —୪. Finished; full.
- ୫. ଗୋଲ ଓ ସ୍ଥୂଳ —୫. Full and round.
- ୬. ମାଂସଳ — ୬. Brawny; fleshy. (Apte).