Jump to content

ପୀନ ଉରଜା

ଉଇକିଅଭିଧାନ‌ରୁ

ପୀନ ଉରଜା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ପୀନ+ ଉର= ବକ୍ଷ+ ଜନ୍ ଧାତୁ +ଅ +ସ୍ତ୍ରୀ. ଆ)—(ପୃଥବୀରୁ ଜାତା)

[ସମ୍ପାଦନା]

ସୀତା — Sītā.

କିପନରେ ପୀନ ଉରଜା ଅପୂର୍ବବ ଦ୍ରବ୍ୟ ଦେଖି ନ ମାଗିବୁ ଭଞ୍ଜ. ବୈଦେହୀଶବବିଳାସ

ଦେଶଜ - ବିଶେଷଣ - ସ୍ତ୍ରୀ—(ପୀନ+ ଉରଜ+ଆ)

[ସମ୍ପାଦନା]

ପୃଥୂଳ ସ୍ତନବିଶିଷ୍ଟା (ସ୍ତ୍ରୀ) —(a woman)-Having plump breasts.