Jump to content

ପୀନ ଶିଳା

ଉଇକିଅଭିଧାନ‌ରୁ

ପୀନ ଶିଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(କର୍ମଧା; ପୀନ+ ଶୀଳା)

[ସମ୍ପାଦନା]

କଠିନ ପ୍ରସ୍ତର — Hard stone.

ବାଦ୍ୟ ବାଜଣା ଜଣା ଅର୍ଥେ ନ କରି ପରସ୍ପରରେ କଥା ନୋହି, ବିପିନ ପୀନ ଶିଳା ପଛେ ସେ ହ୍ୱୀପୀ ପ୍ରାୟ ଅବିଦିତ ହୋଇ ଭଞ୍ଜ. ବୈଦେହୀଶବିଳାସ