ପୀବରା
ଦେଖଣା
ପୀବରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପୀବର+ ଆ)
[ସମ୍ପାଦନା]ପୀବରର ସ୍ତ୍ରୀଲିଙ୍ଗ — Feminine of Pībara.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅଶ୍ୱଗନ୍ଧା — ୧. A medicinal plant; physalis Flexuosa.
- ୨. ଶତାବରୀ; ଛତୋରୀ —୨. A thorn and ferny creeper; asparagus racemosus.
- ୩. ତରୁଣୀ; ଯୁବତୀ ସ୍ତ୍ରୀ —୨. A young woman.
- ୪. କୁଣ୍ଡା ଭୂଷୁଣ୍ଡୀ —୪. A fat woman.