Jump to content

ପୀବା

ଉଇକିଅଭିଧାନ‌ରୁ

ପୀବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ୟାୟ ଧାତୁ= ବୃଦ୍ଧି ପାଇବା+ କର୍ତ୍ତୃ. ବନ୍; ୧ମା ୧ବ)

[ସମ୍ପାଦନା]
୧. ବାୟୁ —୧. Air; wind.
୨. ଜଳ —୨. Water (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ସ୍ଥୂଳ, ମୋଟା —୧. Fat; plump.
୨. ବଳିଷ୍ଠ —୨. Strong.