Jump to content

ପୀରତି

ଉଇକିଅଭିଧାନ‌ରୁ

ପୀରତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପୀରତି, ପିର୍ତି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରୀତି)

[ସମ୍ପାଦନା]
୧. ପ୍ରୀତି; ଅନୁରାଗ; ପ୍ରଣୟ — ୧. Love.

ଏ କି ଦଣ୍ଡ ବିନା ପୀଚତିରେ—କବିସୂର୍ଯ୍ୟ କିଶୋରୀ ଚମ୍ପୂ କ ଗୀତ

୨. ପ୍ରୀତିପାତ୍ର —୨. One's beloved person.

ଆରେ କୁଳାଙ୍ଗାର ଅସୁରାଧମ, କେତେକାଳରୁ ରେ, ପୀରତି ତୋର ରାମ—ବିଶ୍ୱନାଥ. ବିଚିତ୍ରରାମାୟଣ

୩. ପ୍ରେମ; ଭକ୍ତି —୩. Devotion; attachment.

ରାବଣ ଅରାତି, ଚରଣେ ପୀରତି ପ୍ରତିକ୍ଷେଣ ମୋର ଥାଉ ବିଶ୍ୱନାଥ. ବିଚିତ୍ରରାମାୟଣ

୪. ସଦ୍ଭାବ —୪. Friendship.
୫. ଅବୈଧ ବା ଗୁପ୍ତ ପ୍ରଣୟ — ୫. Illicit or secret love.