Jump to content

ପୀଲୁ

ଉଇକିଅଭିଧାନ‌ରୁ

ପୀଲୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୀଳ୍ ଧାତୁ+ ସଂଜ୍ଞାର୍ଥେ. ଉ)

[ସମ୍ପାଦନା]
୧. ଭୂଇଁ ନାମୁ; ବୃହତ୍ କ୍ଷୁପବିଶେଷ —୧. Salvadora Persica; Careya Arborea; Tooth brush tree; tree Mustard tree of the Bible.

[ଦ୍ରଷ୍ଟବ୍ୟ —ଏଥିର କାଠ କୋମଳ, ଈଷତ୍ ପୀତ; ଡ଼ାଳ ଓ ଫୁଲ ତଳକୁ ଝୁଲୁ ଥାଏ; ପାଚିଲା ଫଳ ନାଲି ଏ ଗଛର ଡ଼ାଳରେ ଭଲ ଦାନ୍ତକାଠି ହୁଏ ଏହା ସିନ୍ଧୁ ଓ ପଞ୍ଜାବ ପ୍ରଦେଶରେ ଓ ବିହାରରେ ଜନ୍ମେ ବୈଦିକ ମତରେ ଏଥିର ଫଲ ସ୍ୱାଦୁ, କଟୁ. ତିକ୍ତ, ଉଷ୍ଣ, ଭେଦକ ଓ ବାୟୁ, କଫ, ପିତ୍ତ, ଗୁଳ୍ମ, ପ୍ରମେହ ଓ ସନ୍ଧି ବାତ ନାଶକ]

୨. ଏକ ପ୍ରକାର କୀଟ —୨. A kind of insect.
୩. ହସ୍ତୀ —୩. Elephant.
୪. ଫୁଲ —୪. Flower.
୫. ପରମାଣୁ —୫. Atom; molecule.
୬. ବାଣ; ଶର —୬. Arrow.
୭. ହସ୍ତର ମଧ୍ୟଭାଗ —୭. Metacarpus.
୮. ଅସ୍ଥିଖଣ୍ଡ —୮. Piece of bone.
୯. କୃମି (ହିନ୍ଦୀ - ଶ.) —୯. Maggot.
୧. ଶର ତୃଣର ପୁଷ୍ପ (ହିନ୍ଦୀ - ଶବ୍ଦସାଗର) — ୧୦. The flower of Ṡara reed.
୧୧. ନାଲି ଝିଣ୍ଟୀ (ହିନ୍ଦୀ - ଶବ୍ଦସାଗର) — ୧୧. The red flowered Barleria.
୧୨. ଆଖରୋଟ ଗଛ (ହିନ୍ଦୀ - ଶ.) —୧୨. Walnut tree.
୧୩. କରତଳ (ହିନ୍ଦୀ - ଶ.) —୧୩. Palm of the hand.



ପୀଲୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୀଲୁ ୧ (ଦେଖ) - Pīlu (See)