Jump to content

ପୀୟୁ

ଉଇକିଅଭିଧାନ‌ରୁ

ପୀୟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୀ ଧାତୁ+ କର୍ତ୍ତୃ. ଉ; କିମ୍ୱା ପା ଧାତୁ+ ଯୁ)

[ସମ୍ପାଦନା]
୧. କାଳ; ସମୟ —୧. Time.
୨. ସୂର୍ଯ୍ୟ —୨. The sun.
୩. ପେଚା —୩. Owl.
୪. କାକ —୪. Crow.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ହିଂସ୍ର (ହିନ୍ଦୀ - ଶ.) — Malicious; malignant.