ପୀୟୁଷ
ଦେଖଣା
ପୀୟୁଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୀୟ୍ ଧାତୁ= ତୃପ୍ତକରିବା+ କର୍ତ୍ତୃ. ଉଷ)
[ସମ୍ପାଦନା]- ୧. ସୁଧା; ଅମୃତ —୧. Nectar.
- ୨. ଦୁଗ୍ଧ —୨. MIlk.
- ୩. ମିଷ୍ଟ ରସ —୩. Sweet juice.
- ୪. ଅତି ମଧୁର ବସ୍ତୁ — ୪. Very sweet thing; any thing sweet.
ବଂଶୀ ଗୀତ ପୀୟୁଷ ପିଇବା—କବିସୂର୍ଯ୍ୟ. କିଶୋରୀ—ଚମ୍ପୁ ବ ଗୀତ
- ୫. ନବପ୍ରସୂତା ଗାଭୀଠାରୁ ପ୍ରସବର ସପ୍ତ ଦିନ ମଧ୍ୟରେ ଦୁହାଁହେବା ଦୁଗ୍ଧ —୫. First week's milk of a cow; milk of a during a week after her calving.
[ଦ୍ରଷ୍ଟବ୍ୟ —ବୈଦିକକ ମତରେ ଏ ଦୁଗ୍ଧ ଦାହକାରକ, ରକ୍ତର କୋପକାରକ ଓ ପିତ୍ତକାରକ ଅଟେ ଏହା ସ୍ୱାସ୍ଥ୍ୟର ହାନିକର— ହିନ୍ଦୀ - ଶ.]
- ୬. ଗଜରା ଦୁଧ — ୬. Fresh milk.