Jump to content

ପୁଁ

ଉଇକିଅଭିଧାନ‌ରୁ

ପୁଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପୁଁ ପୁଁ—ଅନ୍ୟରୂପ)

ଦେଶଜ - ଅ (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ବାତକର୍ମର କ୍ଷୀଣ ଶବ୍ଦ — ୧. A low sound of passing wind.
୨. ଧୀରଭାବରେ ତୁରୀ ଆଦି ବଜାଇବାର ଧ୍ୱନି — ୨. A low sound of trumpet.

[ଦ୍ରଷ୍ଟବ୍ୟ —ପେଁ ପେଁ ଅପେକ୍ଷା ପଁ ପଁ ଧ୍ୱନି କ୍ଷୀଣତର; ପଁ ପଁ ଅପେକ୍ଷା ପିଁ ପିଁ ଧ୍ୱନି କ୍ଷୀଣତର ଏବଂ ପିଁ ପିଁ ଅପେକ୍ଷା ପୁଁ ପୁଁ ଧ୍ୱନି ଆହୁରି କ୍ଷୀଣତର]