Jump to content

ପୁଂଶ୍ଚଳୀ

ଉଇକିଅଭିଧାନ‌ରୁ

ପୁଂଶ୍ଚଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(ପୁମସ୍=ପୁରୁଷ+ଚଳଧାତୁ=ଚଞ୍ଚଳହେବା+ କର୍ତ୍ତୃ ଅ; ସ୍ତ୍ରୀ; ଈ; ଯେଉଁ ସ୍ତ୍ରୀ ଏକାଧିକ ପୁରୁଷ ବିଷୟରେ ଚଞ୍ଚଳା ହୁଏ)

[ସମ୍ପାଦନା]
୧. ଅସତୀ; ଛିଣ୍ଡାଳୀ; ବ୍ୟଭଚାରୀଣୀ ସ୍ତ୍ରୀ —୧. Adulteress; unchaste woman.
୨. ବେଶ୍ୟା —୨. Harlot; prostitute.