ପୁଂସବନ
ଦେଖଣା
ପୁଂସବନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପୁମସ୍=ପୁରୁଷ+ସୂ ଧାତୁ=ପ୍ରସବ କରିବା+ କରଣ ଅନ)
[ସମ୍ପାଦନା]- ୧. ଗର୍ଭଣୀର ଗର୍ଭଧାରଣର ୨ୟ ବା ୩ୟ ମାସରେ କର୍ତ୍ତବ୍ୟ ସଂସ୍କାରବିଶେଷ — ୧. A domestic festival or ceremoney held on a woman on perciving the sign of the faetus being quick in the ୨nd or ୩rd month of pregnancy.
[ଦ୍ରଷ୍ଟବ୍ୟ —ଗର୍ଭଣୀ ନିଜର ଗର୍ଭ ମଧ୍ୟରେ ଭ୍ରୁଣର ଚଳନ ଆନୁଭବ କଲେ ଏ ସଂସ୍କାର କରାଯାଏ]
- ୨. ପୁତ୍ର ଲାଭାର୍ଥ ସଧବା ସ୍ତ୍ରୀ ମାନଙ୍କ କର୍ତ୍ତବ୍ୟ ବ୍ରତବିଶେଷ — ୨. A religious vow observed by wives, with a view to getting sons.
[ଦ୍ରଷ୍ଟବ୍ୟ —ଏ ବ୍ରତକୁ ସ୍ୱମୀଙ୍କ ଆଦେଶ ଗ୍ରହଣକରି ମାର୍ଗଶିର ମାସ ଶୁକ୍ଲ ପ୍ରତିପଦଠାରୁ ଆରମ୍ଭ କରାଯାଏ]
- ୩. ଦୁଗ୍ଧ —୩. Milk.
- ୪. ପୁରୁଷ ଶିଶୁକୁ ଜନ୍ମ କରାଇବା — ୪. Causing the birth of a male child (Apte)
- ୫. ଭ୍ରୁଣ —୫. Foetus (Apte).