ପୁଅର ମା
ଦେଖଣା
ପୁଅର ମା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଅର ମା
|
(ପୁଅରମାଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସନ୍ତାନ ଜନ୍ମ କରିଥିବା ସ୍ତ୍ରୀ — ୧. A women bringing forth male child; mother of a male child.
ଯାଇ ଖାଇଲାବେଳକୁ ପୁଅର ମା ହୁଳି ହୁଳି ପକେଇଲାବେଳେ ଜିଭରେ ଘା—ଢ଼ଗ
- ୨. ସନ୍ତାନ ଜନୟୀତ୍ରୀ ପୌଢ଼ା ସ୍ତ୍ରୀ — ୨. A grown up mother.