Jump to content

ପୁଅ ବାହ୍ମୁଣ

ଉଇକିଅଭିଧାନ‌ରୁ

ପୁଅ ବାହ୍ମୁଣ

ଉଚ୍ଚାରଣ

[ସମ୍ପାଦନା]

(ପୁଅବ୍ରାହ୍ମଣ—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ)ବି

[ସମ୍ପାଦନା]

ରାଜାଙ୍କ ମୃତ୍ୟ ପରେ ତାଙ୍କର ପୁତ୍ରଙ୍କ ପ୍ରତିନିଧି ସ୍ୱରୁପ ଯେଉଁ ବ୍ରାହ୍ମଣ ମୃତ ରାଜାଙ୍କର ଶବଦାହାଦି ଓ ଅଶୌଚ ପାଳନାଦି କର୍ମମାନ କରନ୍ତି —A Brāhmaṇa who Performs the funera; rites of a deceased Raja in lieu of the late king's own son who has to ascend the throne.

[ଦ୍ରଷ୍ଟବ୍ୟ —ରାଜାଙ୍କ ମୁତୃର ଅବବହିତ ପରେ ମୃତ ରାଜାଙ୍କ ପୁତ୍ର କେତେକ ମଙ୍ଗଳ କର୍ମମାନ କରି ରାଜାଗାଦିରେ ବସନ୍ତି; ଏଥିପାଇଁ ସେ ମୃତ ରାଜାଙ୍କ ଶବଦାହାଦି ଓ ଅଶୌଚ ପାଳନାଦି କରନ୍ତି ନାହିଁ]