ପୁଅ ରୋଗ
ଦେଖଣା
ପୁଅ ରୋଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଅ ରୋଗ
|
ଦେଶଜ - ବି—(ସଂସ୍କୃତ - ପୁତ୍ର ଓ ରୋଗ କିମ୍ୱା ପୁତନା ରୋଗ)
[ସମ୍ପାଦନା]ପିଲାଙ୍କୁ ଡହାଣୀ ଖାଇବା ରୋଗ; ଶୀର୍ଣ୍ଣତାଜନକ ରୋଗବିଶେଷ; ଡାହାଣୀ ବା ଡାହାଣିଆ ରୋଗ — Rickets; an infantile disease resulting in the child becoming withered and emaciated day by day; infantile. marasmus or wasting desease.
[ଦ୍ରଷ୍ଟବ୍ୟ —ଏଥିରେ ଶିଶୁ କ୍ରମଶଃ ପୋଇଖାଡ଼ି ପରି ଶୁଖି ଶୁଖିଯାଏ ଓ ସବୁବେଳେ ବା ହାତ ଗୋ଼ଡ଼ ମୋଡ଼ି ହେଇଥାଏ ଓ ସେ କୁଜା ହୋଇ ଠିଆ ହୁଏ ଏହାର ପ୍ରତିକାର ପାଇଁ ଶିଶୁର ମର୍ଦ୍ଦନତୈଳରେ ମୋଡ଼ାଛୁଆଁ ପକାନ୍ତି ଓ ଶିଶୁର ଦେହରେ କୋଚିଆ ଚଳାନ୍ତି]