ପୁଆଁ
ଅଗ୍ନି ବା ଖରାର ତାପକୁ ସେବନ କରିବା; ନିଆଁ ପୋଇଁବା —Warming one's self with fire' on in the sun.
(ଯଥା—ନିଆଁପୁଆଁ, ଖରାପୁଆଁ)