ପୁଆଇଁବା
ପୋଇଁବା, ପୁଆଁଇବା, ପୁଆଁଇବା ଅନ୍ୟରୂପ
ପୁହାଁଇବା; ନିଆଁ ଧାସରେ ବା ଖରାରେ ନିଜର ଦେହକୁ ଗରମ କରିବା; ଅଗ୍ନି ବା ଖରାର ଉତ୍ତାପକୁ ସେବନ କରିବା —To warm oneself before the fire or in the sun; to bask in the fire or sun.