Jump to content

ପୁଆଇବା

ଉଇକିଅଭିଧାନ‌ରୁ

ପୁଆଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପୁଏଇବା, ପୋଇବା, ପାଇବା ଅନ୍ୟରୂପ

ଦେଶଜ - କ୍ରି.

[ସମ୍ପାଦନା]
୧. (ସଂସ୍କୃତ - ପୁପ) ଘିଅରେ ବା ତେଳରେ ପିଷ୍ଟକାଦିକୁ ଭାଜିବା —୧. To fry cakes with ghee.
୨. (ସଂସ୍କୃତ - ପ୍ରଭାତ) ପୁହାଇବା; ରାତି ପାହିବା ବା ପ୍ରଭାତ ହେବା ପର୍ଯ୍ୟନ୍ତ ସମୟ ଯାପନ କରିବା —୨. To pass te night till dawn; to let the whole night pass.


ଅନୁବାଦ

[ସମ୍ପାଦନା]
୩. ଖଣ୍ଡ ଚିନିବା; ଶିରାରେ କୌଣସି ବସ୍ତୁକୁ ଅଗ୍ନି ଉତ୍ତାପରେ ଗୋଳାଇବା —୩. To agitate a thing in syrup over fire.

ଦୁଧରେ ପ୍ୱାଇଲି ଖଣ୍ଡରେ ପ୍ୱାଇଲି, ତୋ ସହଜ ଗୁଣ ନ ଛାଡ଼ିଲୁ ଢ଼ଗ

୪. ଉପଶମ କରିବା —୪. To satiate.

କ୍ଷମେ ପୁଆଇବା ମାର ତାପକୁ ମୋଦରେ କବିସୂର୍ଯ୍ୟ ରତ୍ନାକର ଚମ୍ପୁ

୫. ପାଇବା କ୍ରିୟାର ଣିଜନ୍ତ ରୂପ — ୫. Causative of Pāibā

ସଙ୍ଗୀତ ସଭାକୁ ପୁଥାଏ ଶୋଭାକୁ ଏହି ତା ନୀତି, ନିତି ଦିନ କବିସୂର୍ଯ୍ୟ; ଚନ୍ଦ୍ରକଳା

ପ୍ରାଦେଶିକ - (ବସ୍ତିର) କ୍ରି.

[ସମ୍ପାଦନା]

ଶୁଆଇବା —to cause to sleep.