ପୁଆଣୀ
ଦେଖଣା
ପୁଆଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଆଣୀ
|
(ପୁହାଣୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରଧାନ; ପିଧାନ)
[ସମ୍ପାଦନା]- ୧. ସ୍ତ୍ରୀମାନଙ୍କର ପିନ୍ଧି ଥିବା ଶାଢ଼ୀ ଉପରେ ଆଉ ଖଣ୍ଡେ ଓଢ଼ଣା ବା ଉତ୍ତରୀୟ ପକାଇବା ଅବସ୍ଥା —୧. The dressing of women with an outer sheet over the cloth worn by them.
- ୨. ପୁଆଣୀ ଘର (ଦେଖ) - —୨. Puāhṇa (See)