ପୁଆଣୀ ଘର
ଦେଖଣା
ପୁଆଣୀ ଘର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଆଣୀ ଘର
|
(ପୁହାଣୀ ଘର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଳିକାର ଆଶୀର୍ବାଦ ଘର ବା ବନ୍ଦାପନା ଉତ୍ସବ; ରଜସ୍ୱଳା ବାଳିକାର ସ୍ୱମୀ ସହିତ ପ୍ରଥମ ମଳିନ ରୂପ ଅନୁଷ୍ଠାନ; କନ୍ୟାର ଦ୍ୱିରାଗମନ ସଂସ୍କାର — The ceremony of consummation of marriage of a girl-wife after she has attained puberty.