ପୁଇଁ
ଦେଖଣା
ପୁଇଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୁଇଁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୂତି)
[ସମ୍ପାଦନା]ଖେଳରେ ଅସତ୍ଭାବରେ ବିପକ୍ଷକୁ ଜିଣିବା ନିମନ୍ତେ ଅବଲମ୍ୱତ ପ୍ରକ୍ରିୟା — Unfair means used in a game.
ଗୁଇଁ ଥିଲେ ପୁଇଁ ବାହାରି ପଡ଼େ ଢଗ
ଦେଶଜ - ବିଶେଷଣ - (ସଂସ୍କୃତ - ପୂତି)
[ସମ୍ପାଦନା]ପଚା ; ସଢା —Rotten.
(ଯଥା— ଚିଙ୍ଗୁଡ଼ି)