ପୁକ୍କିବା
ପୁକ୍କୁକରିବା, ପୁକିବା ଅନ୍ୟରୂପ
ଶରୀରର ପାଟି ଆଦି ଛିଦ୍ରକୁ ପେଶୀ ଚାଳନଦ୍ୱାରା ଚେଷ୍ଟାପୂର୍ବକ ସଙ୍କୁଚିତ କରିବା — To contract the mouth or other orifice of the body by muscular effort.