ପୁକ୍କୁଷ
ଦେଖଣା
ପୁକ୍କୁଷ
ଉଚ୍ଚାରଣ
[ସମ୍ପାଦନା]ପୁକ୍କଶା(ସା)(ଷା), ପୁକ୍କଶୀ(ସୀ)(ଷୀ) ସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଫୁକ୍=କୁତ୍ସିତ+କଶ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଚଣ୍ଡାଳ; ନୀଚଜାତିୟ ବ୍ୟକ୍ତି — ୧. A pariah; a low caste people, a person of untouchable caste.
- ୨. (+ଅଧି. ଅ) ଶବରାଳୟ; ଚଣ୍ଡାଳାଦି ଛୋଟ ଜାତିଙ୍କ ବାସସ୍ଥାନ —୨. A house of people of depressed classes.
- ୩. ଶବର —୩. A fowler.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଅଧମ; ନୀଚ —Vile; low; mean; ignoble.