ପୁକ୍ପୁକ୍
ଦେଖଣା
ପୁକ୍ପୁକ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୁକ୍ପୁକ୍
|
ପୁକ୍, ପୁକୁ, ପକୁ, ପୁକୁପୁକୁ ଅନ୍ୟରୂପ
ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]ପାଟି ଓ ଗୁହ୍ୟଦ୍ୱାରାଦି ଉପର୍ଯ୍ୟୁପରି ସଂକୋଚନ ଓ ପ୍ରସାରଣଦ୍ୱାରା ପାକୁ ପାକୁ କରିବା —To alternately open and contract the mouth or the anus.
[ଦ୍ରଷ୍ଟବ୍ୟ —ପାକୁପାକୁ ଅପେକ୍ଷା ପକୁପୁକୁ ଛୋଟ ପରସରି ସୂଚନା କରେ]