Jump to content

ପୁଗୁଳି

ଉଇକିଅଭିଧାନ‌ରୁ

ପୁଗୁଳି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀ—ସମ୍ପତ୍ତି, ସ୍ୱମୀଙ୍କ ଭାଇ ଯହିଁରୁ ଭାଗ ପାଇବେ ନାହିଁ — A wife's property from which the husband's brothers get no share.