ପୁଙ୍ଖ
ଦେଖଣା
ପୁଙ୍ଖ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁମସ୍=ପୁରୁଷ+ଖନ ଧାତୁ=ଖୋଜିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବାଣର ପକ୍ଷଯୁକ୍ତ ଅଂଶ — ୧. The feathered part of an arrow.
- ୨. ଶରର ପକ୍ଷଯୁକ୍ତ ଶେଷଭାଗ — ୨. The feathered end of an arrow.
- ୩. ବାଣମୂଳ; କାଣ୍ଡ —୩. The root of an arrow.
- ୪. ସମୂହ —୪. Collection.
- ୫. ବାଜପକ୍ଷୀ —୫. Falcon (Apte)