Jump to content

ପୁଙ୍ଖାନୁପୁଙ୍ଖ

ଉଇକିଅଭିଧାନ‌ରୁ

ପୁଙ୍ଖାନୁପୁଙ୍ଖ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପୁଙ୍ଖ=ବାଣମୂଳ ଠାରୁ+ଅନୁପୁଙ୍ଖ= ପୁଙ୍ଖଠାରୁ ଅତି ସୂକ୍ଷ୍ମ)

[ସମ୍ପାଦନା]
୧. ସୂକ୍ଷ୍ମାନୁସୁକ୍ଷ୍ମ; ଅତି ସୂକ୍ଷ୍ମ — ୧. Minutest.
୨. ତନ୍ନ ତନ୍ନ —୨. Very accurate or thorough.
୩. ଗବେଷଣାଯୁକ୍ତ; ଆଲୋଚନାମୂଳକ —୩. Critical.
୪. ଉତ୍ସୁକ —୪. Eager.

କ୍ରି. ବିଶେଷଣ -

[ସମ୍ପାଦନା]
୧. ଅତି ସୂକ୍ଷ୍ମ ଭାବରେ — ୧. Very minutely.
୨. କୌଣସି ବିଷୟର ମୁଳରୁ ଶେଷ ପର୍ଯ୍ୟନ୍ତ —୨. From the begining to the end of a matter.
୩. ତନ୍ନ ତନ୍ନ କରି —୩. Thoroughly; accurately.
୪. ଉତ୍ତମରୂପେ ପରୀକ୍ଷା ବା ବିଚାର ପୂର୍ବକ —୪. After a thorough examination; on mature consideration.
୫. ଉତ୍ସୁକ ଭାବରେ —୫. Eagerly.
୬. ଗବେଷଣା ବା ସମାଲୋଚନା ପୂର୍ବକ —୬. Critically.