Jump to content

ପୁଙ୍ଗ

ଉଇକିଅଭିଧାନ‌ରୁ

ପୁଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁମସ୍=ମନୁଷ୍ୟ+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ସମୁହ — ୧. Collection; multitude.
୨. ଗାଦି; ରାଶି; ଗଦା —୨. Heap; mass.
୩. ପରିମାଣ —୩. Quantity.