Jump to content

ପୁଙ୍ଗବ

ଉଇକିଅଭିଧାନ‌ରୁ

ପୁଙ୍ଗବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ.—(ପୁମସ୍=ଅଣ୍ଡିରା+ଗୋ=ଗୋରୁ+ଅ)

[ସମ୍ପାଦନା]
୧. ବୃଷ; ଷଣ୍ଢ —୧. A bull.
୨. ମହୋକ୍ଷ; ବଡ଼ ଷଣ୍ଢ —୨. A big bull.
୩. ଋଷଭ ନାମକ ଔଷଧ — ୩. Name of a rare herb.
୪. (ଲକ୍ଷଣାର୍ଥ) (ଗୋରୁ ପଲ ମଧ୍ୟରେ ବୃଷଭ ଯେଉଁପରି ପ୍ରଧାନ ସେହିପରି) ପ୍ରଧାନ ବ୍ୟକ୍ତି ବା ଶ୍ରେଷ୍ଠ ବ୍ୟକ୍ତି — ୪. (figurative) A chief person (like a bull amongst a herd).

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଏହ ଶବ୍ଦ ପରେ ବ୍ୟବହୃତ ହୁଏ —ଯଥା ନରପୁଙ୍ଗବ=ମନୁଷ୍ୟ ଶ୍ରେଷ୍ଠ; ମୁନିଫୁଙ୍ଗବ=ମୁନିଶ୍ରେଷ୍ଠ; ରାଜପୁଙ୍ଗବ=ପ୍ରଧାନ ରାଜା]