ପୁଙ୍ଗି
ନାଗେଶ୍ୱରୀ; କେଳାମାନେ ଲାଉରେ ତିଆର କରିଥିବା ସରୁ ମୁହାଁ ଓ ଚଉଡ଼ା ପେଟିଆ ମହୁରୀ — A pipe or flute made of bottle gourd used by gypsies or snake charmers.