Jump to content

ପୁଚକା

ଉଇକିଅଭିଧାନ‌ରୁ

ପୁଚକା

ଉଚ୍ଚାରଣ

[ସମ୍ପାଦନା]

(ପୁଚକା—ଅନ୍ୟରୂପ)

ପୁଚକୀ, ପୁଚୁକୀ ସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ପେଚକ)

[ସମ୍ପାଦନା]
୧. ଚେପଟା —୧. Flat.
୨. ଚେପା କରାଯାଇଥିବା —୨. Flattened
୩. ଫୁଲକା —୩. Leavened; puffed up.
୪. (ଖାଦ୍ୟ) ପୋଚକା; ପୋଚରା; ବାସି ହୋଇ ସଢ଼ି ଯାଇଥିବା —୪. (food) Spoiled by long keeping; stale.
୫. ପର୍ଯ୍ୟୁସିତ; ପଚା; ସଢ଼ା —୫. Rotten.