Jump to content

ପୁଚାରା

ଉଇକିଅଭିଧାନ‌ରୁ

ପୁଚାରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - କୁର୍ଚ୍ଚୀ)

[ସମ୍ପାଦନା]
୧. ଚୂନ ପାଣିରେ ଓଦା ହୋଇଥିବା କନା ବା ଝୋଟର ବିଣ୍ଡାରେ କାନ୍ଥ ଆଦି ଲେପିବା — ୧. Smearing walls with rag moistened with quicklime water.
୨. କାନ୍ଥ ଆଦି ଦଉଳିବା ପାଇଁ ବ୍ୟବହୃତ କନା ବା ଝୋଟର ପୂଳା —୨. A wisp of jute or rag used in white washing walls.
୩. ଶଗଡ଼ର ପହିଆ ଓ ଝାମା ମଧ୍ୟରେ ଦେଖାଯିବା ସନ୍ଧିରେ ମରାଯିବା ପତଳା ଖିଲ —୩. Thin wedges driven into the space appearing between the rim and arcs of a cart-wheel.