ପୁଚି
ଦେଖଣା
ପୁଚି
ଉଚ୍ଚାରଣ
[ସମ୍ପାଦନା](ପୁଞ୍ଚି—ଅନ୍ୟରୂପ)
ଦେଶଜ - ବି—(ସଂସ୍କୃତ - ସ୍ଫୀଚ=ପିଚା; ଏଥିରେ ନୃତ୍ୟକାରିଣୀଙ୍କ ନିତମ୍ୱ ଚାଲିତ ହେଉଥିବାରୁ)
[ସମ୍ପାଦନା]ବାଲିକାମାନଙ୍କର ଉଠି ବସି ଆଗକୁ ପଛକୁ କୁଦି ନାଚିବା ରୂପ ଏକପ୍ରକାର ଖେଳ —A kind of play amongst girls consisting of frisking dance.
[ଦ୍ରଷ୍ଟବ୍ୟ —ଏଥିରେ ବାଳିକା ଓ ଯୁବତୀମାନେ ନାନପ୍ରକାରର ଅଙ୍ଗ ଭଙ୍ଗୀ ଓ ପାଦ ଚାଳନା କରି ଉଠୁଥାଆନ୍ତି, ବସୁ ଥାଆନ୍ତି ଓ ନାଚୁ ଥାଆନ୍ତି ଏହା ସେମାନଙ୍କ ପକ୍ଷରେ ଗୋଟିଏ କୌତୁକପ୍ରଦ ବ୍ୟାୟାମ]
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଦାୟିତ୍ୱ —Responsibility.