ପୁଚି ଗୀତ
ବାଳିକାମାନେ ପୁଚି ଖେଳ ସମୟରେ ବୋଲିବା ଗୀତ —Songs sung by girls while making the Puchi dance.
[ଦ୍ରଷ୍ଟବ୍ୟ —ପୁଚି ଗୀତ—ପୁଚିଲୋ! ଯାଆ ଯାଆ ଘୁଞ୍ଚିଲୋ! ଗହିରି ବିଲରେ ମଇଁଷି, ଧାନ କେରି କେରି ଖାଉଛି; ଅଡ଼େଇ ଦେଏରେ ଭାଇ ବେହେରା]