Jump to content

ପୁଚୁକା ଗାଲୁଆ

ଉଇକିଅଭିଧାନ‌ରୁ

ପୁଚୁକା ଗାଲୁଆ

ଉଚ୍ଚାରଣ

[ସମ୍ପାଦନା]

[ପୁଚ(ଚୁ)କା ଗାଲି—ଅନ୍ୟରୂପ]

  • (file)

ଅନୁବାଦ

[ସମ୍ପାଦନା]
[ପୁଚ(ଚୁ)କା (କୀ)ଗାଲୀ, ପୁଚ(ଚୁ)କା(କୀ) ଗାଲେଈ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେଉଁ ଲୋକର ଗାଲ ଫୁଲକା ଥିବାରୁ ତା ମୁହଁ ଅସୁନ୍ଦର ଦେଖାଯାଏ — ୧. A person with puffed up cheeks.
୨. ପେଚା ପରି ଚେପଟା ମୁହାଁ — ୨. Flat-faced; owl-faced.