ପୁଚୁରା
ଦେଖଣା
ପୁଚୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଚୁରା
|
[ପୁଚ(ଚୁ)କା, ପୁଚରା—ଅନ୍ୟରୂପ]
ଦେଶଜ - ବିଣ—(ସଂସ୍କୃତ - ପୂତି; ପୂଯ)
[ସମ୍ପାଦନା]- ୧. ପୋଚରା; ସଢ଼ା; ବାସି ଓ ବନ୍ଧିଆ (ଫଳ ଓ ଖାଦ୍ୟାଦି) —୧. Rotten to the core; stale.
- ୨. ପୂଯ ହୋଇ ସଢ଼ି ପଚି ଦୂର୍ଗନ୍ଧଯୁକ୍ତ (ବ୍ରଣାଦି) — ୨. Gangrened or mortified (boil etc).
(ପୁଚୁରା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଚ୍ଛ)
[ସମ୍ପାଦନା]- ୧. ପୋଚରା; କୋଠାର କାନ୍ଥ ଆଦି ଚୂନରେ ଧଉଳେଇବା ନିମନ୍ତେ ବ୍ୟବହୃତ ଝୋଟର ଗୁଚ୍ଛ —୧. A tuft made of flax or jute or rag used in whitewashing walls; A whitewashing brush or mop.
- ୨. ପାଣିଆ ଜିନିସର ଲେପ କୌଣସି ବସ୍ତୁ ଉପରେ ଦେବା — ୨. Putting a layer of a liquid on something.