Jump to content

ପୁଚ୍ଛଟି

ଉଇକିଅଭିଧାନ‌ରୁ

ପୁଚ୍ଛଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁଚ୍ଛ+ଟି)

[ସମ୍ପାଦନା]
୧. ଆଙ୍ଗୁଠିଦ୍ୱାରା ଫୁଟୁକି ମାରିବା — ୧. Snapping of the fingers.


୨. ଆଙ୍ଗୁଠି ଫୁଟେଇବା — ୨. Cracking of the finger joints.
୩. ଛୋଟ ପୁଚ୍ଛ —୩. Small tail.
୪. ନାହୁଡ଼ —୪. Sting.