ପୁଚ୍ଛା
ଦେଖଣା
ପୁଚ୍ଛା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୃଚ୍ଛା)
[ସମ୍ପାଦନା]- ୧. ପ୍ରଶ; ଜିଜ୍ଞାସା — ୧. Questioning.
- ୨. କହିବା —୨. Speaking.
- ୩. ଅନୁସନ୍ଧାନ —୩. Enquiry.
[ଦ୍ରଷ୍ଟବ୍ୟ —'କୁହା' ଶବ୍ଦ ସଙ୍ଗେ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ]
- ୪. (ସଂସ୍କୃତ - ପ୍ରୋଞ୍ଛନ)— ପୋଛିବା — ୪. Wiping out.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ସାନ ଗାମୁଛା —A small napkin.