ପୁଚ୍ଛାପୁଚ୍ଛି
ଦେଖଣା
ପୁଚ୍ଛାପୁଚ୍ଛି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପୁଛାପୁଛି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ପୃଚ୍ଛା)
[ସମ୍ପାଦନା]- ୧. ଅନ୍ୟୋଽନ୍ୟରେ ପ୍ରଶ୍ନ କରିବା; ପଚରାପଚରି — ୧. Mutual questioning or enquiring.
ଅନ୍ୟୋଽନରେ ମଙ୍ଗଳ ପୁଚ୍ଛପୁଛି ହେଲେ— କୃଷ୍ଣସିଂହ. ମହାଭାରତ. ଆଦି
- ୨. କୁହାକୁହି ହେବା — ୨. Talking with each other.
ଏତେ ଭାଳି ପୁଚ୍ଛାପୁଚ୍ଛି କେ କାହିଁ ଗମିତ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ