Jump to content

ପୁଚ୍ଛ କରିବା

ଉଇକିଅଭିଧାନ‌ରୁ

ପୁଚ୍ଛ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପୃଚ୍ଛା)

[ସମ୍ପାଦନା]

ପ୍ରଶ୍ନ କରିବା; ପଚାରିବା — To ask.

ପୁଚ୍ଛା କଲା କେହି ବାଞ୍ଛାଦ୍ରୁମ ହୋଇ ତୁମ୍ଭେ ବାଞ୍ଛା ପୃର୍ଣ୍ଣ କରିବ— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ