ପୁଚ୍ ପୁଚ୍
ଦେଖଣା
ପୁଚ୍ ପୁଚ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପରୁପୁଚୁ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ବ୍ରଣ ବା ଫଳ) ସଢ଼ି ପଚି ଯାଇ ଲତଲତ ହୋଇଥିବା; ଲତରା — ୧. Flabby (like a rotten fruit of ripe boil.
- ୨. ଭୀତ ତ୍ରସ୍ତ — ୨. Very much frightened.
[ଦ୍ରଷ୍ଟବ୍ୟ —ଯଥା—ଆମ୍ୱଟି ପୁଚ୍ ପୁଚ୍ ହୋଇଗଲା= ପାଚିଲା ଆମ୍ୱଟି ସଢ଼ି ପଚି ନଷ୍ଟ ହୋଇଗଲା ଗାଣ୍ଡି ପୁଚ୍ ପୁଚ୍ ଡାକିବା ବା ହେବା=ହ଼ଡ଼କମ୍ପ ହେବା; ଭୟରେ ତ୍ରସ୍ତ ହେବା]