Jump to content

ପୁଛା

ଉଇକିଅଭିଧାନ‌ରୁ

ପୁଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୃଚ୍ଛା)

[ସମ୍ପାଦନା]
୧. ପ୍ରଶ; ଜିଜ୍ଞାସା — ୧. Questioning.
୨. କହିବା —୨. Speaking.
୩. ଅନୁସନ୍ଧାନ —୩. Enquiry.

[ଦ୍ରଷ୍ଟବ୍ୟ —'କୁହା' ଶବ୍ଦ ସଙ୍ଗେ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ]

୪. (ସଂସ୍କୃତ - ପ୍ରୋଞ୍ଛନ)—ପୋଛିବା — ୪. Wiping out.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ସାନ ଗାମୁଛା —A small napkin.