Jump to content

ପୁଞ୍ଜା

ଉଇକିଅଭିଧାନ‌ରୁ

ପୁଞ୍ଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଞ୍ଜ)

[ସମ୍ପାଦନା]
୧. ପୁଞ୍ଜ; ସମୂହ —୧. Collection.
୨. ୪ଗୋଟି; ଗଣ୍ଡା —୪. Four in number.
୩. ଚାରିଟି ବସ୍ତୁର ସମାହାର — ୩. An aggregate of four.