ପୁଞ୍ଜି
ଦେଖଣା
ପୁଞ୍ଜି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଞ୍ଜ)
[ସମ୍ପାଦନା]- ୧. ଗୁଚ୍ଛ; ଥୋପା; ଗୋଛା — ୧. Cluster.
- ୨. ପାଣ୍ଠି; ବ୍ୟବସାୟ ମୂଳଧନ — ୨. Stock in trade; capital in trade.
- ୩. ସଞ୍ଚିତ ଧନ —୩. Stock; fund; stored cash.
- ୪. ପୁଞ୍ଜା; ଏକ ଗଣ୍ଡା — ୪. An aggregate or collection of four.
- ୫. ପୁଞ୍ଜାର ଆଦରାର୍ଥକ ଆକାର —୫. The form of Pun̄jā used in endearment.
- ୬. ଜଳପୂର୍ଣ୍ଣ ବିଲରେ ୪ ଗୋଟି କିମ୍ୱା ପୁଞ୍ଜି ପୁଞ୍ଜି ଧାନ ମଞ୍ଜି ଏକ ଏକ ସ୍ଥାନରେ ବୁଣା ଯିବା —୬. Planting or sowing ୪ seeds of paddy at one spot at a time in water-logged fields.
- ୭. ଘୋଡ଼ା ଆଦି ଏକ ସମୟରେ ଚାରି ଗୋଡ଼ ଉଠାଇ ଦଉଡ଼ିବା — ୭. A full gallop of a horse etc; a horse's running on all fours.
- ୮. ଗଦା —୮. Heap.
- ୯. ଭଣ୍ଡାର —୯. Store.